34.3 C
Bhubaneswar
Thursday, June 4, 2026
Homeଓଡିଶାକୋଷ୍ଟାଲ ହାଇୱେକୁ ନେଇ ବିଜେଡିର ଆରୋପ

କୋଷ୍ଟାଲ ହାଇୱେକୁ ନେଇ ବିଜେଡିର ଆରୋପ

ଭୁବନେଶ୍ୱର: କୋଷ୍ଟାଲ ହାଇୱେ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି । ପ୍ରେସମିଟ କରି ବର୍ଷିଲେ ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା । ଆଉ ଗୋଟିଏ ଦଶନ୍ଧିର ସ୍ୱପ୍ନ ଦେଖାଇଛନ୍ତି କେନ୍ଦ୍ର ସରକାର । ଘୋଷଣା ହୋଇଥିବା ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ ରହିବ ନାହିଁ । କୋଷ୍ଟାଲ ହାଇୱେ ପାଇଁ ଜମି ଅଧିଗ୍ରହଣ ବାସ୍ତବତାଠାରୁ ବହୁ ଦୂରରେ ୨୦୧୫ରେ ପିପିଲିଠାରେ କୋଷ୍ଟାଲ ହାଇୱେ ନେଇ ଘୋଷଣା କରାଯାଇଥିଲା । ଗୋପାଳପୁରରୁ ଦୀଘା ପ୍ରାୟ ୪୫୦ କିମି ନିର୍ମାଣ ପାଇଁ ସ୍ୱପ୍ନ ଦେଖା ଯାଇଥିଲା । କ୍ୟାପିଟାଲ ରିଜିଅନିଂ ରିଂ ରୋଡ ଓ ଜଗନ୍ନାଥ ସଡକକୁ ଏନଏଚ ଘୋଷଣା ହୋଇଥିଲା । ଏବେ ରାମେଶ୍ୱରରୁ ପାରାଦ୍ୱୀପ ପ୍ରକଳ୍ପ ଅନୁମୋଦନ ଓଡିଶାବାସୀଙ୍କୁ ନିରାଶ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking