32.9 C
Bhubaneswar
Wednesday, June 3, 2026
Homeଓଡିଶାପୁଣି ଫାଟିଲା ଏନଟିପିସି ଆସପଣ୍ଡ ପାଇପ୍

ପୁଣି ଫାଟିଲା ଏନଟିପିସି ଆସପଣ୍ଡ ପାଇପ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏନଟିପିସିରେ ପୁଣି ଫାଟିଲା ଆସପଣ୍ତ ପାଇପ୍ । କଣିହାଁ-ଡେରଙ୍ଗ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ । ୧୦ ପଞ୍ଚାୟତ ଲୋକଙ୍କ ପାଇଁ ଏହି ରାସ୍ତା ଯାତାୟତର ଏକ ମାତ୍ର ବାଟ । ଏନଟିପିସି ଅବହେଳା ଓ ପ୍ରଶାସନିକ ତାଗିଦରୁ ଏଭଳି ଅଘଟଣ ବାରମ୍ବାର ଘଟୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ୨ଘଣ୍ଟା ହେବ ଏଭଳି ପାଉଁଶ ପାଣି ଯାଉଥିବା ସୂଚନା ମିଳିଛି । ଏଯାଏଁ NTPC କର୍ତ୍ତୃପକ୍ଷ ପହଞ୍ଚି ନଥିବା ଜଣାପଡ଼ିଛି । କିଛିଦିନ ପୂର୍ବରୁ NTPC ପାଉଁଶ ପାଣି ପଶି ସ୍ଥାନୀୟ ବିଜିଗୋଳ ଗାଁ ବହୁଳ ପ୍ରଭାବିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking