33.1 C
Bhubaneswar
Tuesday, June 2, 2026
Homeଦେଶ ବିଦେଶବିଜେପିରୁ ଇସ୍ତଫା ଦେଲେ ଆନ୍ନାମଲାଇ

ବିଜେପିରୁ ଇସ୍ତଫା ଦେଲେ ଆନ୍ନାମଲାଇ

ନୂଆଦିଲ୍ଲୀ: ପୂର୍ବତନ ତାମିଲନାଡୁ ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇ, ମଙ୍ଗଳବାର ଦଳର ରାଷ୍ଟ୍ରୀୟ ସଭାପତି ନୀତିନ ନବିନଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତଥାପି ବିଜେପି ତାଙ୍କ ଇସ୍ତଫା ଗ୍ରହଣ କରିଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ମିଳିଥିବା ସୂଚନା ଅନୁଯାୟୀ ଅନ୍ନାମାଲାଇ କିଛି ମାସ ମଧ୍ୟରେ ନିଜର ଲୋକ ଆନ୍ଦୋଳନ/ଆଞ୍ଚଳିକ ରାଜନୈତିକ ଦଳ ଆରମ୍ଭ କରିବେ। ଅନ୍ନାମଲାଇଙ୍କ ନିକଟତମ ସୂତ୍ର ଅନୁଯାୟୀ, ସେ ଗତ କିଛି ମାସ ମଧ୍ୟରେ ବିଜେପି ନେତୃତ୍ୱଠାରୁ ଦୂରେଇ ଯାଇଥିଲେ ଏବଂ ବିଧାନସଭା ନିର୍ବାଚନରେ ​​ବିଜୟଙ୍କ ବିଜୟ ଦେଖି ରାଜ୍ୟରେ ଆଉ ଏକ ରାଜନୈତିକ ଦଳ ପାଇଁ ସ୍ଥାନ ଥିବା ବିଶ୍ୱାସ କରି ଆଉ ଏକ ଦଳ ପାଇଁ ଅଣ୍ଟା ଭିଡ଼ିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking