35.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶପେଟ୍ରୋଲ, ଡିଜେଲ ପରେ ବଢ଼ିଲା ସିଏନଜି ଦର

ପେଟ୍ରୋଲ, ଡିଜେଲ ପରେ ବଢ଼ିଲା ସିଏନଜି ଦର

ନୂଆଦିଲ୍ଲୀ: ମହଙ୍ଗା ମାଡ଼ । ପେଟ୍ରୋଲ, ଡିଜେଲ ପରେ ବଢ଼ିଲା ସିଏନଜି ଦର । ଆଜି ସିଏନ୍‌ଜି ଦର ପ୍ରତି ଲିଟର ପିଛା ୨ ଟଙ୍କା ବଢ଼ିଛି । ଗତ ୧୧ ଦିନରେ ଚତୁର୍ଥ ଥର ପାଇଁ ସିଏନଜି ଦର ବୃଦ୍ଧି ହୋଇଛି । ସିଏନଜି ଲିଟର ପିଛା ୮୧ ଟଙ୍କା ୦୯ ପଇସାରୁ ବୃଦ୍ଧି ପାଇ ୮୩ ଟଙ୍କା ୦୯ ପଇସା ହୋଇଛି । ମୁମ୍ବାଇରେ ସିଏନଜି ଦର ୮୧ ଟଙ୍କା ଥିବା ବେଳେ କୋଲକାତାରେ ୯୩ ଟଙ୍କା ୫୦ ପଇସା ହୋଇଛି । ଚେନ୍ନାଇରେ ଦର ୯୧ ଟଙ୍କା ୫୦ ପଇସା ହୋଇଛି । ବେଙ୍ଗାଳୁରୁରେ ଦର ୯୦ ଟଙ୍କା ଛୁଇଁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking