30.1 C
Bhubaneswar
Sunday, May 24, 2026
Homeଓଡିଶାପିଲାଙ୍କ ଚାଉଳ, ଛତୁଆକୁ ଅଙ୍ଗନବାଡ଼ି ଦିଦି ବିକ୍ରି କରୁଥିବା ଅଭିଯୋଗ

ପିଲାଙ୍କ ଚାଉଳ, ଛତୁଆକୁ ଅଙ୍ଗନବାଡ଼ି ଦିଦି ବିକ୍ରି କରୁଥିବା ଅଭିଯୋଗ

ଗଞ୍ଜାମ:  ପିଲାଙ୍କ ପାଇଁ ଆସିଥିବା ଖାଦ୍ୟ ବିକୁଥିବା ବେଳେ ଧରିଲେ ଗ୍ରାମବାସୀ । ଗଞ୍ଜାମ ଖଲ୍ଲିକୋଟ ଏନ୍‌ଏସି ଶ୍ୟାମସୁନ୍ଦରପୁର ଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପିଲାଙ୍କ ପାଇଁ ଆସିଥିବା ଚାଉଳ, ଛତୁଆ ଓ ବୁଟ ମୁଢ଼ିକୁ ଅଙ୍ଗନବାଡ଼ି ଦିଦି ବିକ୍ରି କରୁଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି । ଗ୍ରାମବାସୀ ଏହା ଦେଖିବା ପରେ ଅଟୋ ସହିତ ଚାଉଳ, ଛତୁଆ ଓ ବୁଟ ଆଦି ଅଟକ ରଖିଛନ୍ତି । ଏହାକୁ ନେଇ ଶ୍ୟାମସୁନ୍ଦରପୁର ଗାଁରେ ଉତ୍ତେଜନା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking