30.1 C
Bhubaneswar
Sunday, May 24, 2026
Homeଓଡିଶାଭିଣେଇଙ୍କ ଛୁରା ମାଡ଼ରେ ଶଳା ଗୁରୁତର

ଭିଣେଇଙ୍କ ଛୁରା ମାଡ଼ରେ ଶଳା ଗୁରୁତର

ଗଞ୍ଜାମ: ଆସିକା ବସଷ୍ଟାଣ୍ଡ ନିକଟରେ ଯୁବକଙ୍କୁ ଛୁରା ମାଡ  । ଭିଣେଇଙ୍କ ଛୁରା ମାଡରେ ଶଳା ଗୁରୁତର । ଛୁରା ମାଡର କାରଣ ଅସ୍ପଷ୍ଟ । ଗୁରୁତର ଅବସ୍ଥାରେ ଆସିକା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଯୁବକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଆହତ ଜଣକ ହେଲେ ବଡଗଡ ଥାନା ଅନ୍ତର୍ଗତ ବାଖରକଟା ଗ୍ରାମର କଂସ ଡାକୁଆ । ଆକ୍ରମଣ କରିଥିବା ଯୁବକ ଜଣକ ସେରଗଡ ଥାନା ଖମାର କୁନା ଡାକୁଆ ହୋଇଥିବା ପୁଲିସର ସୂଚନା । ପାରିବାରିକ କଳହରୁ ଏପରି ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆହତଙ୍କ ବାମ ହାତ ଓ ଜଙ୍ଘରେ ଆଘାତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking