30.1 C
Bhubaneswar
Saturday, May 16, 2026
Homeଓଡିଶାଆସନ୍ତାକାଲି ଓଡିଶା ଆସିବେ ନିତିନ ନବୀନ

ଆସନ୍ତାକାଲି ଓଡିଶା ଆସିବେ ନିତିନ ନବୀନ

ଭୁବନେଶ୍ୱର: କାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ । କାଲି ରାତି ୧୦ଟା ୩୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । କୋର କମିଟି ବୈଠକରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଖୋର୍ଦ୍ଧାରେ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ପ୍ରଶିକ୍ଷଣକୁ ଉଦଘାଟନ କରିବେ । ୧୮ ତାରିଖ ରାତିରେ ଦିଲ୍ଲୀ ଫେରିବା ନେଇ ଦଳୀୟ ମୁଖପାତ୍ର ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking