37.1 C
Bhubaneswar
Friday, May 15, 2026
Homeଓଡିଶାଆମ୍ବୁଲାନ୍ସରୁ ତେଲ ସରିଯିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଲେ ଲେନିନ

ଆମ୍ବୁଲାନ୍ସରୁ ତେଲ ସରିଯିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଲେ ଲେନିନ

ଭୁବନେଶ୍ୱର : ଆମ୍ବୁଲାନ୍ସରେ ତେଲ ସରିଯିବା ଯୋଗୁଁ ମରିଗଲେ ରୋଗୀ । ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ଡ଼ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି ସୋସିଆଲ ମିଡ଼ିଆରେ ପୋଷ୍ଟ କାରି କହିଛନ୍ତି ଆମ୍ବୁଲାନ୍ସରେ ତେଲ ସରିଯିବା ଯୋଗୁଁ ଆଜି ମରିଗଲେ ଜଣେ ରୋଗୀ ତେଲ ସଙ୍କଟ ଭିତରେ ଏଭଳି ଦୁଃଖଦ ଖବର ଆମ ସମସ୍ତଙ୍କୁ ଦୋହଲାଇ ଦେଇଛି । କେନ୍ଦ୍ରାପଡ଼ାର ରୋଗୀ ଏସ୍ସିବିରୁ ଘରୋଇ ହସ୍ପିଟାଲ ଯାଉଥିଲେ, ଅଧା ବାଟରେ ଆମ୍ବୁଲାନ୍ସରୁ ତେଲ ସରିଯିବା ଯୋଗୁଁ ତାଙ୍କ ଜୀବନ ଚାଲିଗଲା ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ, ଏହି ଅଘଟଣ ପାଇଁ ସିଏ କାହିଁକି ଦାୟୀ ହେବେ ନାହିଁ ? ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ ଯେ, ଉପରୋକ୍ତ ମୃତ୍ୟୁ ପାଇଁ ତାଙ୍କୁ କାହିଁକି ଦାୟୀ କରାଯିବ ନାହିଁ?

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking