35.1 C
Bhubaneswar
Tuesday, May 12, 2026
Homeଓଡିଶାବିଜୟଙ୍କ ସରକାରରେ କଂଗ୍ରେସରୁ ୨ଜଣ ମନ୍ତ୍ରୀଙ୍କୁ ପଦ ଆବଣ୍ଟନ କରିବାକୁ ନିଷ୍ପତ୍ତି

ବିଜୟଙ୍କ ସରକାରରେ କଂଗ୍ରେସରୁ ୨ଜଣ ମନ୍ତ୍ରୀଙ୍କୁ ପଦ ଆବଣ୍ଟନ କରିବାକୁ ନିଷ୍ପତ୍ତି

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ନେତୃତ୍ୱରେ ଟିଭିକେ ସରକାର ଗଠନ ହେବା ସହିତ କଂଗ୍ରେସ ଦଳ ୫୫ ବର୍ଷରୁ ଅଧିକ ସମୟ ପରେ ତାମିଲନାଡୁରେ କ୍ଷମତାକୁ ଫେରିବାକୁ ଯାଉଛି । ତାମିଲନାଡୁ ବିଧାନସଭା ନିର୍ବାଚନରେ ଝୁଲା ଜନାଦେଶ ପରେ ହୋଇଥିବା କ୍ଷମତା ବଣ୍ଟନ ଚୁକ୍ତିର ଅଂଶ ସ୍ୱରୁପ, ଟିଭିକେ କଂଗ୍ରେସକୁ ଦୁଇଟି ମନ୍ତ୍ରୀ ପଦ ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛି । ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ନୂତନ ସରକାରର ଶପଥ ଗ୍ରହଣ କରିଥିଲା । ଯେଉଁଠାରେ ବିଜୟ ତାମିଲନାଡୁର ୧୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସହିତ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ୯ ଜଣ ମନ୍ତ୍ରୀଙ୍କର ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking