33.1 C
Bhubaneswar
Tuesday, May 5, 2026
Homeଓଡିଶାପଶ୍ଚିମ ବଙ୍ଗ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୁକେଶ ମହାଲିଙ୍ଗ

ପଶ୍ଚିମ ବଙ୍ଗ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୁକେଶ ମହାଲିଙ୍ଗ

ଭୂବନେଶ୍ୱର: ପଶ୍ଚିମ ବଙ୍ଗରେ ବିଜେପିର ବିପୁଳ ବିଜୟକୁ ନେଇ ମୁକେଶ ମହାଲିଙ୍ଗ ବଙ୍ଗ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଧନ୍ୟବାଦ ପଶ୍ଚିମ ବଙ୍ଗ ଲୋକଙ୍କୁ ଯିଏ ବିକାଶ, ନାରୀ ସଶକ୍ତିକରଣ ନାଁରେ ଭୋଟ ଦେଇଛନ୍ତି । ଓଡ଼ିଶାରୁ ବି ୮୦୦ କର୍ମୀ ପଶ୍ଚିମ ଯାଇଥିଲେ । ୨୫ ବିଧାୟକ, ମନ୍ତ୍ରୀ ବି ଯାଇଥିଲେ । ଯାହା ଭୋଟରଙ୍କୁ ପ୍ରଭାବିତ କଲା । କାରଣ ସେମାନେ ଦେଖିଲେ ଓଡ଼ିଶାରେ ବିଜେପି ଆସି ବିକାଶ ହୋଇଛି ।ପ୍ରଧାନମନ୍ତ୍ରୀ ବି କହିଲେ ସ୍ୱାସ୍ଥ୍ୟ ବିକାଶ କଥା । ପ୍ରଥମ କ୍ୟାବିନେଟରେ ଆୟୁଷ୍ମାନ ଆସିବ । ଯେତିକି ଓଡ଼ିଆ ଯାଇଛନ୍ତି, AIIMS ଓ SCB ମେଡିକାଲକୁ ପଶ୍ଚିମ ବଙ୍ଗ ଲୋକ ଆସନ୍ତି । ସେମାନେ କୁହନ୍ତି ଯେ ଦିଦି ସାମ୍ବିଧାନିକ ଅଧିକାର ହରଣ କରୁଥିଲେ । ଆଞ୍ଚଳିକ ଦଳ ୨୫ ବର୍ଷ ରୁହେ। ବାମପନ୍ଥୀ ଯୁଗ ସରିଲା । ୨୦୪୭ ର ବିକଶିତ ଭାରତରେ ଲୋକଙ୍କ ଅଧିକାର ଆଗକୁ ଯିବ ବୋଲି କହିଛନ୍ତି ମହାଲିଙ୍ଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking