32.1 C
Bhubaneswar
Saturday, May 2, 2026
Homeଓଡିଶାମହିଳାଙ୍କୁ ମାନସିକ ନିର୍ଯାତନା ଅଭିଯୋଗ: ନିଲମ୍ବିତ ହେଲେ ଖଣ୍ଡପଡା ଏସଡ଼ିପିଓ

ମହିଳାଙ୍କୁ ମାନସିକ ନିର୍ଯାତନା ଅଭିଯୋଗ: ନିଲମ୍ବିତ ହେଲେ ଖଣ୍ଡପଡା ଏସଡ଼ିପିଓ

ଖଣ୍ଡପଡ଼ା: ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ପୁଲିସ ଡିଜି ୱାଇ.ବି. ଖୁରାନିଆ ସସ୍‌ପେଣ୍ଡ କରିଛନ୍ତି । ଥାନାକୁ ସାକ୍ଷୀ ପାଇଁ ଡାକି ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ, ମାନସିକ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା ।କେବଳ ଅଭିଯୋଗ ନୁହେଁ ବାର୍ତ୍ତାଳାପର ଏକ ଅଡିଓ କଲ ରେକର୍ଡ ସାଧାରଣରେ ଭାଇରାଲ ହୋଇଥିଲା । ଏ ସମ୍ପର୍କରେ ପୁଲିସ ଡିଜିଙ୍କ ନିକଟରେ ଫେରାଦ ହୋଇଥିଲେ ସଂପୃକ୍ତ ମହିଳା । ଶେଷରେ ପୁଲିସ ଡିଜି ଖଣ୍ଡପଡ଼ା ଏସ୍‌ଡିପିଓଙ୍କୁ ନିଲମ୍ବିତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking