29.1 C
Bhubaneswar
Tuesday, April 28, 2026
Homeଓଡିଶାପିକଅପ-ବାଇକ୍ ଧକ୍କା : ଚାଲିଗଲା ୩ ଶିଶୁଙ୍କ ଜୀବନ

ପିକଅପ-ବାଇକ୍ ଧକ୍କା : ଚାଲିଗଲା ୩ ଶିଶୁଙ୍କ ଜୀବନ

ଟିଟିଲାଗଡ଼ : ମାରଲାଡ୍ ବ୍ରିଜ୍ ନିକଟରେ ମଙ୍ଗଳବାର ପିକଅପ-ବାଇକ୍ ଧକ୍କା ହୋଇ ଚାଲିଗଲା ୩ ନୀରିହ ଶିଶୁଙ୍କ ଜୀବନ। ଲେସୁନବାହାଲି ଗାଁରେ ବିବାହ ଭୋଜି ଖାଇ ଫେରିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ସହ ତଦନ୍ତ ଆରମ୍ଭ କରିଛନ୍ତି।

ବସ୍-କାର୍ ଧକ୍କା ; ୨ ମୃତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking