ବସ୍-କାର୍ ଧକ୍କା ; ୨ ମୃତ

କରଞ୍ଜିଆ : କରଞ୍ଜିଆ କାଦଡିହା ନିକଟରେ କାର ସହ ବସ୍ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଚାଳକ ଗୁରୁତର ହୋଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୁପୁର ପଞ୍ଚାୟତ ଭୂବନପୁର ଗ୍ରାମର ପ୍ରକାଶ କୁମାର ବଳ ସାମନ୍ତ ସେହି ଗ୍ରାମର ସଞ୍ଜୟ କୁମାର ବଳ (ମବୁ) ଏବଂ କୁକୁଡ଼ା ଖାଳି ଗ୍ରାମର ନୀଳମଣୀ ସାହୁଙ୍କୁ ନେଇ କରଞ୍ଜିଆ କାମରେ ଯାଉଥିବା ବେଳେ ପ୍ରଶାନ୍ତି ନାମକ ଏକ ଯାତ୍ରୀବାହୀ ବସକୁ … Continue reading ବସ୍-କାର୍ ଧକ୍କା ; ୨ ମୃତ