29.1 C
Bhubaneswar
Tuesday, April 28, 2026
Homeଓଡିଶାଟ୍ୱିନ ସିଟି ପାଇଁ ୪ଟି ବିକଳ୍ପ ରାସ୍ତା: ମନ୍ତ୍ରୀ

ଟ୍ୱିନ ସିଟି ପାଇଁ ୪ଟି ବିକଳ୍ପ ରାସ୍ତା: ମନ୍ତ୍ରୀ

ଭୁବନେଶ୍ୱର: କଟକ- ଭୁବନେଶ୍ୱର ଟ୍ରାଫିକ ଯନ୍ତ୍ରଣା ଏଡାଇବାକୁ ବଡ ଆକ୍ସନ ପ୍ଲାନ । କଟକ- ଭୁବନେଶ୍ୱର ପାଇଁ ତିଆରି ହେବ ୪ଟି ଅଲଟରନେଟିଭ ୱେ । ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦୁଇ ସହରକୁ ଏକାଧିକ ଏଣ୍ଟ୍ରି ପଏଣ୍ଟ ରହିଲେ ଭିଡ କମିବ । ୨୪ ବର୍ଷ ସରକାରରେ ଅଲଟେରନେଟିଭ ରାସ୍ତା ଯୋଜନା କରିନଥିଲେ । ପୁରୀ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାକୁ ରିଂ ରୋଟ ମାଧ୍ୟମରେ ଯୋଡାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking