35.1 C
Bhubaneswar
Saturday, April 25, 2026
Homeଓଡିଶାମାଲକାନଗିରିରେ ୪ ଦିନ ସ୍କୁଲ ଛୁଟି

ମାଲକାନଗିରିରେ ୪ ଦିନ ସ୍କୁଲ ଛୁଟି

ମାଲକାନଗିରି: ମାଲକାନଗିରିରେ ଆସନ୍ତା ୪ ଦିନ ସ୍କୁଲ ଛୁଟି ଘୋଷଣା । ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । ୨୨, ୨୩, ୨୪ ଓ ୨୫ ତାରିଖରେ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶିଶୁ ବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷାଧିକାରୀମାନେ ବିଭିନ୍ନ ଜିଲ୍ଲାର ସରକାରୀ, ବେସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରାଯାଇଛି । ବଲାଙ୍ଗୀର, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କୋରାପୁଟ, ମୟୁରଭଞ୍ଜ , ନୟାଗଡ, ସୁବର୍ଣ୍ଣପୁରରେ ବିଦ୍ୟାଳୟଗୁଡିକର ଛୁଟି ଘୋଷଣା କରାଯାଇଛି । ପରେ ସ୍ଥିତି କୁ ଦେଖି ସ୍କୁଲ ଖୋଲା କରାଯିବ ବୋଲି କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking