27.9 C
Bhubaneswar
Friday, April 17, 2026
Homeଦେଶ ବିଦେଶମହିଳା ସଂରକ୍ଷଣକୁ ବିରୋଧୀଙ୍କ ବିରୋଧ: ଶାହ

ମହିଳା ସଂରକ୍ଷଣକୁ ବିରୋଧୀଙ୍କ ବିରୋଧ: ଶାହ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ ଉପରେ ସଂସଦରେ ଗୃହ ମନ୍ତ୍ରୀ ଅମିତ ଶାହ ଜବାବ ରଖି କହିଛନ୍ତି, ବିରୋଧୀ ମହିଳା ସଂରକ୍ଷଣକୁ ବିରୋଧୀ ବିରୋଧ କରୁଛନ୍ତି । ଡିଲିମିଟେସନ ନୁହେଁ, ମହିଳା ସଂରକ୍ଷକୁ ବିରୋଧୀଙ୍କ ବିରୋଧ । ଇଣ୍ଡି ବ୍ଲକ ପରୋକ୍ଷରେ ମହିଳା ସଂରକ୍ଷଣକୁ ବିରୋଧ କରିଛି । ଯଦି ଏବଂ କିନ୍ତୁ ବ୍ୟବହାର କରି ଏହାକୁ ବିରୋଧ କରିଛନ୍ତି । ବିଲର ଉଦ୍ଦେଶ୍ୟ ମହିଳା ସଶକ୍ତିକରଣ କରିବା । ସଂରକ୍ଷଣ ସହ ୨୦୨୯ ନିର୍ବାଚନ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking