ଭୁବନେଶ୍ୱର: ଏକ ଭିଡିଓ ପୋଷ୍ଟ କରି ପରୋକ୍ଷ ନିଶାନା କଲେ ଏଲିନା । କହିଲେ ନେତା ଆଜି ପରିକ୍ରମା ପଥରରେ ଘର କରି ରାଜ ଉଆସରେ । କର୍ମୀ ଆଜି ଜେଲର ଚାରି କାନ୍ଥ ଭିତରେ । ଦଳ ପାଇଁ କର୍ମୀ ଲହୁ ଲୁହାଣ, ନେତା ଆଜି ଗାଡି କିଣିବା ଅଭିଯାନରେ । ଶାସନରେ ଦଳ ଥିଲା ବେଳେ ଯାହାଙ୍କୁ ଅଖଣ୍ଡ କ୍ଷମତା, ସେ ପତିଆରା ବଢାଇଲେ । ଲୋକଙ୍କୁ ହଇରାଣ କରି ଆପଣଙ୍କୁ ବିଶ୍ୱାସଘାତକତା କରୁଥିଲେ । ଆଜି ଆପଣ ସେଇଟା ଅନୁଭବ କରିପାରୁଥିବାରୁ ଧନ୍ୟବାଦ ।









