33.1 C
Bhubaneswar
Friday, April 3, 2026
Homeଓଡିଶାଫେରାର ପରେ ମହୀଶୂରରୁ ଲୁଟ କରିଥିଲା ରାଜା

ଫେରାର ପରେ ମହୀଶୂରରୁ ଲୁଟ କରିଥିଲା ରାଜା

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ରାଜା ସାହାଣୀର ଗିରଫ ନେଇ ସିପି ପ୍ରେସମିଟ କରିଛନ୍ତି । କହିଛନ୍ତି, ଋଷିକେଶରୁ ଗିରଫ ରାଜାକୁ ଆଜି କୋର୍ଟରେ ହାଜର କରାଯିବ । ରାଜାକୁ ଧରିବା ପାଇଁ ନର୍ଥଇଷ୍ଟ, ବିହାର, ଦିଲ୍ଲୀ ଓ କର୍ଣ୍ଣାଟକରେ ମ୍ୟାନହଣ୍ଟ ଡିଜିଟାଲ ଫୁଟପ୍ରିଣ୍ଟ ଆଦାରରେ ଲୋକେସନ ଟ୍ରାକ କରାଯାଇଥିଲା । ଡିସେମ୍ବର ମାସରେ ସେ ମହୀଶୂରରୁ ଆଉ ଏକ ଲୁଟ କରିଥିଲା । ଚୌଦ୍ୱାର ଜେଲରୁ ଚମ୍ପଟ ମାରିବା ପରେ ମହୀଶୂର ମହୀଶୂର ଲୁଟ କରିଥିଲା ରାଜା । ବିଶାଖାପାଟଣାରେ ଲୁଟ ଉଦ୍ୟମ କରି ବିଫଳ ହୋଇଥିଲା ରାଜା । ଲୋକେସନ ଟ୍ରାକ କରାଯାଇ ଋିଷିକେଶରୁ ଗିରଫ କରାଯାଇଥିଲା । ରାଜା ନାଁରେ ବିଭିନ୍ନ ରାଜ୍ୟରେ ୨୮ ମାମଲା ଥିବା ନେଇ କମିଶନରେଟ ପୋଲିସ ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।

କଡ଼ା ସୁରକ୍ଷାରେ କଟକ ଆସିଲା ଅପରାଧୀ ରାଜା ସାହାଣୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking