କଡ଼ା ସୁରକ୍ଷାରେ କଟକ ଆସିଲା ଅପରାଧୀ ରାଜା ସାହାଣୀ
କଟକ: ଋଷି କେଶରୁ କଡା ସୁରକ୍ଷାରେ କଟକରେ ପହଞ୍ଚିଲା ଚୌଦ୍ୱାର ଜେଲରୁ ଚମ୍ପଟ୍ ମାରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ । ସେହିପରି ଚୌଦ୍ଵାର ଜେଲ୍ କର୍ତ୍ତୃପକ୍ଷ ରାଜା ସାହାଣୀକୁ କିପରି କଡା ସୁରକ୍ଷାରେ ରଖିବ ସେନେଇ ଯୋଜନା ମଧ୍ୟ ଆରମ୍ଭ କରିଦେଇଛି । ଗୋଡ଼ରେ ବେଡି ପକାଇ ରଖିବା ପାଇଁ କୋର୍ଟରେ ଆବେଦନ କରିବ । ନିଜ ପରିଚୟ ଲୁଚାଇ ଗାର୍ଲଫ୍ରେଣ୍ଡ ସହ ଛଦ୍ମ ବେଶରେ ଭିନ୍ନ ଭିନ୍ନ ସହରରେ ବୁଲୁଥିଲା ରାଜା । କିନ୍ତୁ … Continue reading କଡ଼ା ସୁରକ୍ଷାରେ କଟକ ଆସିଲା ଅପରାଧୀ ରାଜା ସାହାଣୀ
Copy and paste this URL into your WordPress site to embed
Copy and paste this code into your site to embed