36.1 C
Bhubaneswar
Friday, April 3, 2026
Homeଓଡିଶାଅପବିତ୍ର ମେଣ୍ଟ କରିଛନ୍ତି ବିଜେଡି ଓ କଂଗ୍ରେସ

ଅପବିତ୍ର ମେଣ୍ଟ କରିଛନ୍ତି ବିଜେଡି ଓ କଂଗ୍ରେସ

ଭୁବନେଶ୍ୱର: ବିଜେଡି ଓ କଂଗ୍ରେସର ମେଣ୍ଟକୁ ନେଇ ପୃଥ୍ୱୀରାଜ ହରିଚଚନ୍ଦନ ନିଶାନା କରିଛନ୍ତି। ବିଜେଡି ଓ କଂଗ୍ରେସର ମେଣ୍ଟକୁ ଅପବିତ୍ର କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅଣ କଂଗ୍ରେସ ରାଜନୀତିକୁ ପାଥେୟ କରି ବିଜେଡି ଆଜି ଯାଏ ବଞ୍ଚି ରହିିଛି। ତେଣୁ କଂଗ୍ରେସ ସହ ମେଣ୍ଟ କଲେ ସେହି ଭୋଟ ବିଜେପି ଖାତାକୁ ଆସିବ। ବିଜେଡି ଓ କଂଗ୍ରେସର ମେଣ୍ଟ ରହିବା ବିଜେପି ପାଇଁ ଭଲ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking