32.1 C
Bhubaneswar
Tuesday, March 31, 2026
Homeଓଡିଶାନିଶିକାନ୍ତ ଶିଳ୍ପ ଦଲାଲ: ତାରା

ନିଶିକାନ୍ତ ଶିଳ୍ପ ଦଲାଲ: ତାରା

ଭୁବନେଶ୍ୱର: ଜାତି ଧର୍ମ ନିର୍ବିଶେଷରେ ବିଜୁ ବାବୁ ଆମର ସ୍ୱାଭିମାନ କହିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଜମେ ଶିଳ୍ପ ଦଲାଲ ବିଜୁ ବାବୁଙ୍କ ବିରୋଧରେ କହିବ, ବରଦାସ୍ତ କରିବୁନି । ନୂତନ ଓଡିଶାର ନିର୍ମାତା ହେଉନ୍ତି ବିଜୁ ପଟ୍ଟନାୟକ । ହୀରାକୁଦ, ସୈନିକ ସ୍କୁଲ, ଠାରୁ ଆରମ୍ଭ କରି ଓୟୁଏଟି ସବୁ ବିଜୁ କରିଛନ୍ତି । ହେଲେ ଗତକାଲି ବିଜେପି ସାସଂଦ ନିଶିକାନ୍ତ ଦୁବେ ବିଜୁବାବୁଙ୍କୁ କିଛି କହିନଥିବା ନେଇ ଗଣମାଧ୍ୟମ ଆଗରେ ସ୍ପଷ୍ଟୀକରଣ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking