22.1 C
Bhubaneswar
Monday, March 23, 2026
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା..

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା..

ମେଷ : ମାଲିମୋକଦ୍ଦମାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି ହେବ। ଦେହ ଭଲ ରହିବ। ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ଦୂରଯାତ୍ରା ଯୋଗ ଅଛି। ବୃହସ୍ପତି ଷଷ୍ଠରେ ରହିବା ହେତୁ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ।

ବୃଷ : ଆଜି ବହୁଦିନର ଆଶା ପୂରଣ ହେବାକୁ ଯାଉଛି। ନୂତନ ବନ୍ଧୁ ମିଳନର ଯୋଗ ଅଛି। କର୍ମକ୍ଷେତ୍ରରେ ଅସହଯୋଗ ପାଇଁ ଚିନ୍ତିତ ରହିବେ। ବ୍ୟବସାୟରେ ସ୍ୱଳ୍ପ ଲାଭର ସମ୍ଭାବନା। ପରିବାରରେ ଶାନ୍ତି ବଜାୟ ରହିବ। ଦେହ ଭଲ ରହିବ।

ମିଥୁନ : ଆଜି ଜନହିତ କାମ କରି ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି। ଦେହ ମନ ଭଲ ରହିବ। ପରିବାରରେ ଶାନ୍ତି ମିଳିବ। ବ୍ୟବସାୟରେ ଲାଭର ସମ୍ଭାବନା କମ ଅଛି। ବିଦ୍ୟାର୍ଥୀମାନେ ଖୁସିରେ ସମୟ କାଟିବେ।

କର୍କଟ : ଆଜି ବହୁତ ଦିନର ଧନ ପ୍ରାପ୍ତିର ଆଶା ଅଛି। ଶରୀର ସୁସ୍ଥ ରହିବ। କର୍ମକ୍ଷେତ୍ରରେ ସହଯୋଗ ପାଇବେ। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ପରିବାରରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ। ମହିଳାମାନେ ଆନନ୍ଦରେ ଦିନଟି କାଟିବେ।

ସିଂହ : ଆଜି ବୃହସ୍ପତି ଶୁଭଙ୍କ ଯୋଗୁ ହଜି ଯାଇଥିବା ଧନ ମିଳିବ। ବନ୍ଧୁ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ଦେଖାଦେବ। ଉଚ୍ଚ ସମ୍ମାନ ଆଶାର ଲାଭ ଅଛି। ଦେହ ଭଲ ରହିବ। ପରିବାରରେ ଶାନ୍ତି ମିଳିବ। ବିଦ୍ୟାର୍ଥୀମାନେ ଆନନ୍ଦରେ ପଢ଼ିପାରନ୍ତି।

କନ୍ୟା : ଆଜି ଚାକରୀ କ୍ଷେତ୍ରରେ ନିନ୍ଦିତ ହୋଇପାରନ୍ତି। ବ୍ୟବସାୟରେ ଉନ୍ନତି ଘଟିବ। ଅଶାନ୍ତି ଦୂର ହେବ। ମାଲିମୋଦ୍ଦମାରେ ଜୟଯୁକ୍ତ କରିବେ। ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେବ। ମହିଳା ଓ ଛାତ୍ରଛାତ୍ରୀମାନେ ସନ୍ତୋଷ ଲାଭ କରିବେ।

ତୁଳା : କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ। ବ୍ୟବସାୟରେ ବନ୍ଧୁଙ୍କ ଦ୍ୱାରା କ୍ଷତି ସମ୍ଭବନା ଅଛି। ପୈତୃକ ସମ୍ପତି ନେଇ ଗଣ୍ଡୋଗଳ ଦେଖାଦେଇପାରେ। ଶତ୍ରୁ ବୃଦ୍ଧି ଘଟିବ। ଦେହ ସୁସ୍ଥ ରହିବ। ପରିବାରେ ଅଶାନ୍ତି ଦେଖାଦେଇପାରେ।

ବିଛା : ଆଜି ବ୍ୟବସାୟରେ ଚଳନୀୟ ଅବସ୍ଥା ସୃଷ୍ଟି ହୋଇପାରେ। ନୂତନ କର୍ମନିଯୁକ୍ତି ପାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଶାନ୍ତି ମିଳିବ। ବିଦ୍ୟାର୍ଥୀମାନେ ଦେବ ପୂଜାରେ ସନ୍ତୋଷ ଲାଭ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking