29.1 C
Bhubaneswar
Tuesday, March 17, 2026
Homeଓଡିଶାନିଲମ୍ବିତ ବିଧାୟକମାନଙ୍କୁ ମୋକିମଙ୍କ ଆହ୍ୱାନ

ନିଲମ୍ବିତ ବିଧାୟକମାନଙ୍କୁ ମୋକିମଙ୍କ ଆହ୍ୱାନ

ଭୁବନେଶ୍ୱର: ନିଲମ୍ବିତ ବିଧାୟକମାନଙ୍କୁ ମହମ୍ମଦ ମୋକିମ ବଡ ଆହ୍ୱାନ ଦେଇଛନ୍ତି । ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ । ଝିଅ ସୋଫିଆ ଫିର୍ଦ୍ଦୋଶ କ୍ରସ ଭୋଟିଂ କରିବା ନେଇ ମଧ୍ୟ ମତ ରଖି କହିଛନ୍ତି, କଂଗ୍ରେସ ଦଳ ଝିଅ ସୋଫିଆଙ୍କୁ ଅଣଦେଖା କରୁଥିଲା । ମୋତେ ବହିଷ୍କାର ପରେ ତାକୁ ଅଣଦେଖା ଅନୁଭବ ହେଉଥିଲା । କଟକରେ କାହାକୁ ଦଳରେ ମିଶାଇଲେ ବି ଜଣାଉ ନଥିଲେ । ଏପରିକି ଦଳର ମହିଳା କାର୍ଯ୍ୟକ୍ରମକୁ ମଧ୍ୟ ଡାକୁ ନଥିଲେ । ଯଦି ଦଳ ତାଙ୍କୁ ବହିଷ୍କାର କରେ ଓଡିଶା- ଜନତା- କଂଗ୍ରେସ ପାଇଁ କାମ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking