37.1 C
Bhubaneswar
Thursday, March 12, 2026
Homeଓଡିଶାନିୟମ ଉର୍ଦ୍ଧ୍ୱରେ କେହି ନୁହଁନ୍ତି: ଓମ ବିର୍ଲା

ନିୟମ ଉର୍ଦ୍ଧ୍ୱରେ କେହି ନୁହଁନ୍ତି: ଓମ ବିର୍ଲା

ଭୁବନେଶ୍ୱର: ଅନାସ୍ଥା ପ୍ରସ୍ତାବ ଖାରଜ ପରେ ଲୋକସଭା ବାଚସ୍ପତି ଆସନରେ ବସିଲେ ଓମ ବିର୍ଲା । ବିରୋଧୀଙ୍କ ପ୍ରତିଟି ଅଭିଯୋଗରେ ଉତ୍ତର ରଖିଲେ ଓମ ବିର୍ଲା। କହିଲେ ନିୟମ ଉର୍ଦ୍ଧ୍ୱରେ ଗୃହର କୌଣସି ସଦସ୍ୟ ନୁହଁନ୍ତି । ଗୃହ କାର୍ଯ୍ୟକୁ ଠିକ ଭାବେ ପରିଚାଳନା କରିବା ମୋ ଦାୟିତ୍ୱ । ମୃଁ ଗୃହର ଗାରିମା ବୃଦ୍ଧି ପାଇଁ ସବୁବେଳେ ଉଦ୍ୟମରତ । ନିରପେକ୍ଷ ଭାବେ ଗୃହ କାର୍ଯ୍ୟ ପରିଚାଳନା ପାଇଁ ସବୁବେଳେ ଚେଷ୍ଟା କରିଛି । ମାଇକ ସୁଇଚକୁ ଅଫ କରାଯାଇଥିବା ରାହୁଲଙ୍କ ଅଭିଯୋଗକୁ ବି ଖଣ୍ଡନ କଲେ । ବାଚସ୍ପତିଙ୍କ ଆସନ ନିକଟରେ କୌଣସି ମାଇକ ସୁଇଚ ନଥାଏ । କୌଣସି ସଦସ୍ୟଙ୍କ ପ୍ରତି ମୁଁ ପକ୍ଷପାତିତା କରିନି କହିଛନ୍ତି, ଓମ ବିର୍ଲା । ଗଣତନ୍ତ୍ରକୁ ସୁଦୃଢ କରିବାକୁ ହେଲେ ବିରୋଧୀଙ୍କ ମଜଭୁତ କରିବାକୁ ପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking