32.1 C
Bhubaneswar
Wednesday, March 11, 2026
Homeଓଡିଶାରାଜ୍ୟରେ ୯ ଲକ୍ଷ ଭାଗଚାଷୀ

ରାଜ୍ୟରେ ୯ ଲକ୍ଷ ଭାଗଚାଷୀ

ଭୁବନେଶ୍ୱର: ରାଜ୍ୟରେ ଭାଗ ଚାଷୀଙ୍କ ତଥ୍ୟ ଦେଲେ ସରକାର । ୩୦ ଜିଲ୍ଲାରେ ୯ ଲକ୍ଷ ୫ ହଜାର ୧୮୪ ଜଣ ଭାଗ ଚାଷୀ ଅଛନ୍ତି । ସେହିପରି ବାଲେଶ୍ୱରରେ ୧୧ ଲକ୍ଷ ୮ ହଜାର ୮୨୧ ଭାଗଚାଷୀ ଅଛନ୍ତି । ପୁରୀରେ ୪୦ ହଜାର, କଟକରେ ୫୫ ହଜାର ୫୬୯, ଭଦ୍ରକରେ ୬୫ ହଜାର ୯୪୬ ଭାଗଚାଷୀ ରହିଛନ୍ତି । ବିଧାୟକ ଗଣେଶ୍ୱର ବେହେରାଙ୍‌କ ପ୍ରସ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉତ୍ତର ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking