32.1 C
Bhubaneswar
Monday, March 9, 2026
Homeଓଡିଶା୧୦୮ ପହଞ୍ଚିବା ସମୟ କମିବ: ସ୍ୱାସ୍ଥ୍ୟ ମନ୍ତ୍ରୀ

୧୦୮ ପହଞ୍ଚିବା ସମୟ କମିବ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ ଠିକ ସମୟରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଭଣ୍ଡାରୀପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର ରଖିଛନ୍ତି । ଗତ ୧୮ ମାସରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଦେଇଛନ୍ତି ରାଜ୍ୟ ସରକାର । ମାତ୍ର ୩୦ ମିନିଟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବାର ନିୟମ ରହିଛି । ସମୟ ଆହୁରି କମାଇବାକୁ ଚେଷ୍ଟା ହେଉଛି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଜିପିଆରଏସ ଟ୍ରାକିଙ୍ଗ ହେଉଛି, ଅବହେଳା ଅଭିଯୋଗରେ ତଦନ୍ତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking