27.1 C
Bhubaneswar
Saturday, March 7, 2026
Homeଓଡିଶାପାଣିରେ ବୁଡି ୩ ଦଶମ ଶ୍ରେଣୀ ଛାତ୍ର ମୃତ

ପାଣିରେ ବୁଡି ୩ ଦଶମ ଶ୍ରେଣୀ ଛାତ୍ର ମୃତ

କୋରାପୁଟ: ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ୍ୟୁ ହୋଇଛି ।କୋଲାବ ଜଳଭଣ୍ଡାରରେ ବୁଡି ଯାଇ ମୃତ୍ୟୁ ହୋଇଛି । ସମସ୍ତେ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର । ଦଶମ ପରୀକ୍ଷା ଦେଇ ସାରିଥିଲେ । କାହିଁକି ଜଳଭଣ୍ଡାରକୁ ଯାଇଥିଲେ ଅସ୍ପଷ୍ଟ ରହିଛି । ୩ ଜଣଙ୍କ ମୃତ୍ୟୁ ହୋଇ ନଦୀରେ ପଡିଥିଲା । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ନିକଟସ୍ଥ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଛନ୍ତି । ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking