35.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶଇରାନ ଜାହାଜକୁ ବୁଡାଇଲା ଆମେରିକା

ଇରାନ ଜାହାଜକୁ ବୁଡାଇଲା ଆମେରିକା

ନୂଆଦିଲ୍ଲୀ: ଶ୍ରୀଲଙ୍କା ଉପକୂଳରେ ଇରାନୀ ଜାହାଜକୁ କରିଛି ଆଟାକ । ଯେଉଁଥିରେ ୮୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ନିଖୋଜ ଅଛନ୍ତି । ଜାହାଜରେ ମୋଟ ୧୮୦ ଜଣ କ୍ରୁ ସଦସ୍ୟ ରହିଥିଲେ । ସେମାନଙ୍କ ଭିତରୁ ୩୦ ଜଣଙ୍କୁ ଶ୍ରୀଲଙ୍କା ନୌବାହିନୀ ଉଦ୍ଧାର କରିଥିବା ବେଳେ ଏଯାବତ ୮୭ ଜଣଙ୍କର ମୃତ୍ୟୁର ସୂଚନା ମିଳୁଛି । ଇରାନୀ ନୌସେନା ଜାହାଜ ଆଇଆର ଆଇଏସ ଡେଲାର ଯାଉଥିବା ବେଳେ ଆମେରିକା ଦ୍ୱାରା ଆକ୍ରମଣ କରାଯାଇଛି । ଯୁଦ୍ଧ ଜାହାଜକୁ ଆକ୍ରମଣ କରି ବୁଡାଇ ଦେଇଥିବାର ଦାବି କରିଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ପିଟ ଏକ୍ସଦ । ଜାହାଜଟି ଭାରତରେ ମିଳିତ ନୌସେନା ସମରାଭ୍ୟାସରେ କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିବା କୁହାଯାଉଛି । ମୃତକଙ୍କର ସ୍ୟାଂ ଆହୁରି ବଢିବାର ଆଶଙ୍କା ରହିଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଜାହାଜକୁ ଡରପିଡୋ ଦ୍ୱାରା ବୁଡା ଯାଉଥିବା କୁହାଯାଉଛି । ଶ୍ରୀଲଙ୍କା ସେନା ପକ୍ଷରୁ ଏକାଧିକ ଜାହାଜ ଏବଂ ଏୟାର ଫୋର୍ସ ବିମାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking