26.1 C
Bhubaneswar
Sunday, March 1, 2026
Homeଓଡିଶାକେମିତି ଆସିବେ ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆ.. କେନ୍ଦ୍ର ସରକାର ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

କେମିତି ଆସିବେ ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆ.. କେନ୍ଦ୍ର ସରକାର ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

କେମିତି ଆସିବେ ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆ ?
କେନ୍ଦ୍ର ସରକାରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
କହିଲେ କେନ୍ଦ୍ର ସରକାର ନେଉଛନ୍ତି ସୁରକ୍ଷିତ ପଦକ୍ଷେପ

ଭୁବନେଶଶ୍ୱର :  ଦୁବାଇ ସମେତ ଯୁଦ୍ଧ ଲାଗିଥିବା ବିଭିନ୍ନ ଦେଶରେ ଫସିଥିବା ଓଡ଼ିଆ ମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି। ବୈଦେଶିକ ବ୍ୟାପାର ବିଭାଗ ଉଦ୍ଧାର କରିବାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଓଡ଼ିଆ ହୁଅନ୍ତୁ କିମ୍ବା ଅନ୍ୟ ରାଜ୍ୟର ଲୋକ ହୁଅନ୍ତୁ ସେମାନେ ଯେମିତି ଅସୁବିଧାରେ ନପଡ଼ିବେ ଏବଂ ନିଜ ଦେଶକୁ ସୁରକ୍ଷିତ ଭାବେ ଫେରି ଆସିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଉଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking