28.1 C
Bhubaneswar
Saturday, February 28, 2026
Homeଓଡିଶାଆଜି ପବିତ୍ର ଗୋବିନ୍ଦ ଦ୍ୱାଦଶୀ: ପୁରୀ ସମୁଦ୍ରରେ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ

ଆଜି ପବିତ୍ର ଗୋବିନ୍ଦ ଦ୍ୱାଦଶୀ: ପୁରୀ ସମୁଦ୍ରରେ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ଗୋବିନ୍ଦ ଦ୍ୱାଦଶୀ ଉତ୍ସବ ପାଳିତ ହେଉଛି । ପୁରୀ ସମୁଦ୍ର ତଟରେ ଭକ୍ତମାନେ ବିଶେଷ ଭକ୍ତିଭାବରେ ବୁଡ ପକାଉଛନ୍ତି । ଏହି ଦିନରେ ସ୍ନାନ କଲେ କୋଟି ପୁଣ୍ୟ ମିଳିବାର ବିଶ୍ୱାସ ରହିଛି । ଗୋବିନ୍ଦ ଦ୍ୱାଦଶୀ ରାମାୟଣ ଓ ପୁରାଣର ଅନୁସାରେ ଶୁଭ ଏ ପବିତ୍ର ଦିନ, ଯେଉଁଥିରେ ଭକ୍ତମାନେ ଦେବତାଙ୍କ ପ୍ରତି ଭକ୍ତି ଓ ସମର୍ପଣ ଅଭିବ୍ୟକ୍ତି କରନ୍ତି । ପୂର୍ବାହ୍ନରେ ସମୁଦ୍ର ସ୍ନାନ , ଦାନ ଏବଂ ପୂଜା ମାଧ୍ୟମରେ ମନ ଶୁଦ୍ଧ କରାଯାଏ । ସନ୍ଧ୍ୟାରେ ସଂଧ୍ୟା ଆଳତି ଆୟୋଜିତ ହୁଏ, ଯାହା ଆଧାତ୍ମିକ ଶାନ୍ତି ଓ ଦୃଢ ଭକ୍ତିର ଚିହ୍ନ । ଏହି ଅବସରରେ ଲୋକମାନେ ଗୋବନ୍ଦଙ୍କର ଚରିତ୍ର ସ୍ମରଣ କରି ଜୀବନରେ ନୈତିକ ଓ ଧାର୍ମିକ ମୂଲ୍ୟକୁ ସ୍ଥାନ ଦେଇଥାନ୍ତି । ଏହି ଦିନ ହେଉଛି, ଭକ୍ତି, ସଂସ୍କୃତି ଓ ପୂଣ୍ୟର ସମାନ୍ୱୟର ପର୍ବ । ଯାହା ମନୁଷ୍ୟଙ୍କୁ ଆତ୍ମାର ଶୁଦ୍ଧି ଓ ଆନନ୍ଦ ଦେଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking