28.1 C
Bhubaneswar
Saturday, February 28, 2026
Homeଓଡିଶାବରିଷ୍ଠଙ୍କୁ ଅଣଦେଖା: ଶ୍ରୀମୟୀ

ବରିଷ୍ଠଙ୍କୁ ଅଣଦେଖା: ଶ୍ରୀମୟୀ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି । ତେବେ ବିଜେଡି ପକ୍ଷରୁ ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଛି । ସେମାନେ ହେଲେ ଡ. ସନ୍ତୃପ୍ତ ମିଶ୍ର ଓ ଡ, ଦତ୍ତେଶ୍ୱର ହୋତା । ଏହାକୁ ନେଇ ଶ୍ରୀମୟୀ ମିଶ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି । ଶକ୍ତି ନାନୀଙ୍କ ଶକ୍ତି ଓ ବରିଷ୍ଠଙ୍କୁ ଅଣଦେଖା କଥା ଉଠାଇ ଶ୍ରୀମତୀ ମିଶ୍ର ବିଜୁ ଜନତା ଦଳକୁ ପରୋକ୍ଷରେ ନିଶାନା କରିଛନ୍ତି । ଦଳୀୟ ସଂଗଠନ ପ୍ରତି ଅବଦାନ ଓ ଅଭିଜ୍ଞତା ନଥାଇ ପ୍ରାର୍ଥୀ କରାଯାଇଛି ବୋଲି ଶ୍ରୀମୟୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking