25.1 C
Bhubaneswar
Sunday, May 3, 2026
Homeଓଡିଶା୨୮ରେ ଜରାୟୁ କର୍କଟ ଟୀକା

୨୮ରେ ଜରାୟୁ କର୍କଟ ଟୀକା

ଭୁବନେଶ୍ୱର: କିଶୋରୀଙ୍କୁ ମିଳିବ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟୀକା । ୨୮ରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ୧୪ ବର୍ଷ ଝିଅଙ୍କୁ ସିଙ୍ଗଲ ଡୋଜ, ଆସିଛି ସ୍ୱତନ୍ତ୍ର ଗାଇଡଲାଇନ । ୨୦୨୬-୨୭ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ ହେବ । ୩୧୧ କୋଟି ଖର୍ଚ୍ଚ ହେବ । ସବୁ ପ୍ରକାର କର୍କଟ ରୋଗ ପ୍ରତିହିତ କରାଯିବ । ୨୦୨୬-୨୭ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ ହେବ । ୩୧୧ କୋଟି ଖର୍ଚ୍ଚ ହେବ, ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking