28.1 C
Bhubaneswar
Monday, February 23, 2026
Homeଓଡିଶାରାଜ୍ୟରେ ୪୨ ଆଇଏଏସ ଏବଂ ୬୭ ଆଇପିଏସ ପଦବୀ ଖାଲି

ରାଜ୍ୟରେ ୪୨ ଆଇଏଏସ ଏବଂ ୬୭ ଆଇପିଏସ ପଦବୀ ଖାଲି

ଭୁବନେଶ୍ୱର: ରାଜ୍ୟରେ ୪୨ ଆଇଏଏସ ଏବଂ ୬୭ ଆଇପିଏସ ପଦବୀ ଖାଲି ରହିଛି । ସେହିଭଳି ୬୭ ଆଇଏଫଏସ ପଦବୀ ଖାଲି ପଡିଛି । ୩୩୦ ଓଏଏସ ୧୪୬ ଓପିଏସ ପଦବୀ ଖାଲି ପଡିଛି । ବିଧାୟକ ପ୍ରଦୀପ ଦିଶାରୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।

ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ ହଜାର ପଦବୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking