ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ ହଜାର ପଦବୀ

ଭୁବନେଶ୍ୱର: ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ ହଜାର ୪୮୫ ପଦବୀ । ୧୨ ଫେବୃଆରୀ ୨୦୨୬ ସୁଦ୍ଧା ଖାଲି ପଡିଛି ୯୪ ହଜାର ୪୮୫ ପଦବୀ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦ ହଜାର ୨୮୯ ପଦବୀ ଖାଲିି ପଡିଛି । ଗୃହ ବିଭାଗରେ ୧୬ ହଜାର ୩୨, ସ୍ୱାସ୍ଥ୍ୟରେ ୧୦ ହଜାର ୪୫୭ ପଦବୀ ଖାଲି ପଡିଛି । ୧୬.୦୬.୨୪ରୁ ୧୨.୦୨.୨୬ ମଧ୍ୟରେ ୩୯ ହଜାର ୫୦୫ ନିଯୁକ୍ତି ସରିଛି । ଚକ୍ରମଣି … Continue reading ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ ହଜାର ପଦବୀ