25.1 C
Bhubaneswar
Sunday, February 22, 2026
Homeଓଡିଶାଚତୁର୍ଥ ଦିନରେରାଜ୍ୟ ଅନୁସୂଚୀତ ଜାତିକଂଗ୍ରେସ ଓ ଆଦିବାସୀ କଂଗ୍ରେସର ଧାରଣା

ଚତୁର୍ଥ ଦିନରେରାଜ୍ୟ ଅନୁସୂଚୀତ ଜାତିକଂଗ୍ରେସ ଓ ଆଦିବାସୀ କଂଗ୍ରେସର ଧାରଣା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସକମିଟିସଭାପତିଶ୍ରୀଯୁକ୍ତଭକ୍ତଚରଣ ଦାସଙ୍କ ପରାମର୍ଶକ୍ରମେରାଜ୍ୟରେ ଦୈନନ୍ଦିନ ଘଟୁଥିବା ଦଳିତ – ଆଦିବାସୀ -ମହିଳା ନିର୍ଯ୍ୟାତନାବିରୁଦ୍ଧରେ ଏକ ୬ ଦିନିଆ ଅହୋରାତ୍ର ଧାରଣାରାଜ୍ୟ ଅନୁସୂଚୀତ ଜାତିକଂଗ୍ରେସର ଅଧ୍ୟକ୍ଷ ଆଇନ୍‌ଜୀବୀ ମାନସକୁମାରମଲ୍ଲିକଙ୍କନେତୃତ୍ୱରେଗତକାଲିଠାରୁ ଆରମ୍ଭ ହୋଇଛି।ସମ୍ବିଧାନର ୯୩ ତମସଂଶୋଧନ ଅନୁଯାୟୀ ଓଡ଼ିଶାରେ ଏକ ଆଇନ ଅଣାଯାଇ ଅନୁସୂଚିତ ଜାତି, ଆଦିବାସୀ ଓ ପଛୁଆବର୍ଗ, ଛାତ୍ରଛାତ୍ରୀଙ୍କର ଅଣଅନୁଦାନ ପ୍ରାପ୍ତ ବେସରକାରୀଶିକ୍ଷାନୁଷ୍ଠାନ ଗୁଡିକରେସଂରକ୍ଷଣମୁତାବକ ପାଠ ପଢ଼ିବାରସୁବିଧା ଦେବା, ଦଳିତ ଆଦିବାସୀ ନିର୍ଯ୍ୟାତନା ନିବାରଣ ଅଧିନିୟମର ନିୟମ ୭ ଅନୁଯାୟୀ ଅତିକମ୍‌ରେ ଜଣେ ଡି.ଏସ୍‌.ପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବା, ସମ୍ବିଧାନରେ ୭୩ତମ ଓ ୭୪ତମ ସଂଶୋଧନ ଅନୁଯାୟୀ ଗ୍ରାମ ପଞ୍ଚାୟତକୁ ୨୯ ଟିବିଭାଗ ନଗର ପଞ୍ଚାୟତକୁ ୧୮ ଟିବିଭାଗରକ୍ଷମତାହସ୍ତାନ୍ତରକରିବା ଓ.ଆର.ଭି. ଆଇନକୁ ରାଜ୍ୟରେସଠିକ୍‌ଭାବେକ୍ରିୟାନ୍ୱୟନ କରିବା, ଓଡ଼ିଶାରସମସ୍ତବିଜୁଳିଉପଭୋକ୍ତାମାନଙ୍କୁ ଅତିକମରେ ୩୦୦ ୟୁନିଟ୍‌ମୁକ୍ତବିଜୁଳି ଓ ଚାଷୀମାନଙ୍କୁକୃଷି ପାଇଁସଂପୂର୍ଣ୍ଣମୁକ୍ତବିଜୁଳି ପ୍ରଦାନ କରିବା, ବାର୍ଦ୍ଧକ୍ୟଭତ୍ତାକୁ ଅତିକମ୍‌ରେ ୨୦୦୦ ଟଙ୍କାକରିବା, ମନରେଗା ଅଧିନିୟମକୁ ପୁର୍ନବାରଲାଗୁକରିବା ଆଦି ୮ଟି ଦାବୀକୁନେଇମାଷ୍ଟରକ୍ୟାଣ୍ଟିନ୍ ଛକ ଠାରେଏହି ଅହୋରାତ୍ର ଧାରଣାଚାଲୁଅଛି। ଆଜି ଧାରଣାର ୨ୟ ଦିନରେ ପୂର୍ବତନ ପିସିସିସଭାପତିଶ୍ରୀଯୁକ୍ତଜୟଦେବ ଜେନାଯୋଗ ଦେଇ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କସମୟରେ ଆଜି ଓଡ଼ିଶାର ଦଳିତ ଆଦିବାସୀମାନେ ସବୁଠାରୁବେଶି ନିର୍ଯ୍ୟାତିତବୋଲିମତବ୍ୟକ୍ତ କରିଥିଲେ। ଯଦି ଆମର ଦାବୀଗୁଡ଼ିକ ପ୍ରତିରାଜ୍ୟସରକାର ଉଦାସିନ ରୁହନ୍ତିତେବେ ଆଗାମୀ ଦିନରେ ଆମ୍ଭେ ରାଜରାସ୍ତାକୁ ଓହ୍ଲେଇ ବିଧାନସଭାଘେରାଉକରିବୁବୋଲି ଅନୁସୂଚିତ ଜାତିକଂଗ୍ରେସରାଜ୍ୟ ଅଧ୍ୟକ୍ଷ ଆଇନଜୀବୀ ମଲଲିକମତବ୍ୟକ୍ତକରିଛନ୍ତି।

ଆଜିର ଏହି ଧାରଣାରଚତୁର୍ଥ ଦିନର ଧାରଣାରେ ପୂର୍ବତନ ସାଂସଦ ରାଜ୍ୟ ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ ଯଶୋବନ୍ତ ସିଂଲାଗୁରି, ପୂର୍ବତନ ମନ୍ତ୍ରୀ ନକୁଳ ନାୟକ,ଶ୍ରୀଲକ୍ଷ୍ମଣମାଝୀ, ପୂର୍ବତନ ବିଧାୟକଶ୍ରୀ ପ୍ରହଲ୍ଲାଦ ପୂର୍ତ୍ତି, ପିସିସିସମ୍ପାଦିକାଶ୍ରୀମତୀ ଅନିମା ମିଞ୍ଜ, ରଜନୀମହାନ୍ତି, ତରୁଣମିଶ୍ର, ସୁନିତାବିଶ୍ୱାଳ, ଅନିତା ବିଶ୍ୱାଳ, ଶ୍ରୀୟାସ୍ମିତା ପଣ୍ଡା, ବିଶ୍ୱକଲ୍ୟାଣି କର, ରଞ୍ଜନ ସେଠୀ, କଟକ ଜିଲ୍ଲା ଅଧ୍ୟକ୍ଷ ପ୍ରତାମମଲ୍ଲିକ, ଖୋର୍ଦ୍ଧାଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଜୟନ୍ତ ଭୋଇ, ଭୁବନେଶ୍ୱରଜିଲ୍ଲା ଅଧ୍ୟକ୍ଷ ଜମ୍ବେଶ୍ୱରମଲ୍ଲିକ, ବାଲେଶ୍ୱର ଅଧ୍ୟକ୍ଷ ଶ୍ରୀବିଧାନ ଜେନା, ବସନ୍ତ ସେଠୀ, ରାମଲାଲସୁନାନୀ, ଶ୍ରୀମତୀମଟ ଆଗଣ୍ଡିଆ, ଅଜ୍ଜୁନ ବାଙ୍କା, ହୁତାଶନ ନାଏକ, ଖଗେଶ୍ୱରମଲ୍ଲିକ, ବିକାଶ ଦାସ, ସୁନାରାମସୋରେନ, ମୋଟରାଜଡୁଙ୍ଗଡୁଙ୍ଗ, ଇମ୍ରାନ ଅଲ୍ଲି, ଶିବପ୍ରସାଦ ଦାସ, ପ୍ରମିଳାସାହୁ ପ୍ରମୁଖଯୋଗ ଦେଇ ନିଜରମତାମତ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking