26.1 C
Bhubaneswar
Saturday, February 21, 2026
Homeଓଡିଶାନବ ଦାସ ହତ୍ୟା: ପିଏସଓଙ୍କ ସାକ୍ଷ୍ୟ ଗ୍ରହଣ

ନବ ଦାସ ହତ୍ୟା: ପିଏସଓଙ୍କ ସାକ୍ଷ୍ୟ ଗ୍ରହଣ

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ପିଏସଓ ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ । ଝାରସୁଗୁଡା ଏଡିଜେରେ ସାକ୍ଷ୍ୟ ପ୍ରଦାନ କଲେ ପିଏସଓ ମିତ୍ରଭାନୁ ଦେଓ । ଗୁଳିମାଡ ଦେଖି ନଥିବା କହିଲେ ପିଏସଓ ମିତ୍ରଭାନୁ ଦେଓ । ଆହୁରି କହିଛନ୍ତି, ନବ ଦାସଙ୍କ ଗାଡିରେ ବସି ନଥିଲି, ପଛ ଗାଡିରେ ବସିଥିଲି । ବାଣ ଫୁଟିବା ଭଳି ଶବ୍ଦ ହେଲା, ଆସି ଦେଖିଲି ନବ ଦାସ ତଳେ ପଡିଯାଇଛନ୍ତି । ନବଙ୍କୁ ଗୁଳିମାଡ କିଏ କରିଛି ମୁଁ ଦେଖିନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking