33.1 C
Bhubaneswar
Saturday, February 21, 2026
Homeଓଡିଶାବାହାନା କରି ଗୃହ ବନ୍ଦ କରୁଛନ୍ତି ବିରୋଧୀ: ସନାତନ

ବାହାନା କରି ଗୃହ ବନ୍ଦ କରୁଛନ୍ତି ବିରୋଧୀ: ସନାତନ

ଭୁବନେଶ୍ୱର: ଲଗାତାର ବିଧାନସଭା ପ୍ରଶ୍ନକାଳ ଚାଲିନପାରିବା ପ୍ରସଙ୍ଗରେ ବିଜେପି ବିଧାୟକ ସନାତନ ବିଜୁଳି ପ୍ରତିକ୍ରିୟା ରଖି କହିଛନ୍ତି, ୪ ଦିନ ହେଲା ବିଧାନସଭାକୁ ବନ୍ଦ କରିଛନ୍ତି ବିରୋଧୀ । ବାହାନା କରି ଗୃହ ବନ୍ଦ କରୁଛନ୍ତି , ଏମାନେ ବିକାଶର ବିରୋଧୀ । ସରକାରଙ୍କ ନିଷ୍ପତ୍ତିରେ ସମସ୍ତେ ଖୁସି ହେଲେ ବିରୋଧୀ ଦୁଃଖୀ ହୋଇଥାନ୍ତି । କଂଗ୍ରେସ ଓ ବିଜେଡି ହାତ ମିଳାଇଛନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ । ସୂଚନାଥାଉକି, ଆଜି ବି ଚାଲିପାରିଲାନି ଗୃହ । ୧୧ଟା ୩୦ ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking