33.1 C
Bhubaneswar
Saturday, February 21, 2026
Homeଓଡିଶାଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ

ଭୁବନେଶ୍ୱର: ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡଭଙ୍ଗା ଯାତ । ହାଣ୍ଡିଭଙ୍ଗା ଯାତ ପାଇଁ କପିଳେଶ୍ୱର ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । କପିଳେଶ୍ୱର ମନ୍ଦିରରେ ମଙ୍ଗଳ ଆଳତୀ ରେ ଚାଲିଛି ସାହାଣ ମେଲା ଦର୍ଶନ । ଦୀର୍ଘ ୧୧ ବର୍ଷ ଧରି ବିବାଦ ପାଇଁ ବନ୍ଦ ହୋଇଥିଲା ଯାତ । ଚଳିତ ବର୍ଷ ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହୋଇଛି ନୀତିକାନ୍ତି । କପିଳେଶ୍ୱର ମନ୍ଦିର ପରିସରରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking