26.1 C
Bhubaneswar
Thursday, February 19, 2026
Homeଓଡିଶାଧାନକିଣା ବିଭ୍ରାଟ: ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ ଚେତାବନୀ

ଧାନକିଣା ବିଭ୍ରାଟ: ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ ଚେତାବନୀ

ଭୁବନେଶ୍ୱର: ଧାନ କିଣା ବିଭ୍ରାଟକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚେତାବନୀ ଦେଇଛନ୍ତି । ୨୪ ବର୍ଷ ସରକାରର ଇକୋ ସିଷ୍ଟମ ଆକ୍ଟିଭ ଅଛି କହିଲେ । ଯେଉଁମାନେ ବିଭ୍ରାଟ କରୁଛନ୍ତି ସୁଧୁରିଯିବାକୁ ଚେତାବନୀ ଦେଉଛି । ଏହାମୋର ପରାମର୍ଶ ନହେଲେ ଚେତାବନୀ ଭାବିପାର । ଚାଷୀଙ୍କୁ ନ୍ୟାୟ ଦେବାକୁ ଆକ୍ସନ ମୋଡକୁ ଯିବାକୁ ପଛାଇବୁନି । ରାଜ୍ୟପାଳଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଉପରେ ଏପରି କହିଲେ ମୁଖ୍ୟମନ୍ତ୍ରୀ । ସୂଚନାଥାଉକି ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ବେଳେ ବିରୋଧୀ ଧାନ ପ୍ରସଙ୍ଗରୁ ନେଇ ନାରାବାଜି କରି ଗୃହ ଚଳାଇଦେଉନାହାନ୍ତି । ଯାହା ଫଳରେ ବାଚସ୍ପତି ବାରମ୍ବାର ଗୃହ ମୁଲତବୀ ଘୋଷଣା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking