31.1 C
Bhubaneswar
Friday, February 13, 2026
Homeଓଡିଶା୪ ସହର ହେବ କମନ ଇକୋନୋମିକ ଜୋନ

୪ ସହର ହେବ କମନ ଇକୋନୋମିକ ଜୋନ

ଭୁବନେଶ୍ୱର: ପୁରୀ, ପାରାଦୀପ, ଭୁବନେଶ୍ୱର, କଟକ ହେବ ଇକୋନୋମିକ ଜୋନ । ୨୦୨୭ ସୁଦ୍ଧା ୪ଟି ସହରକୁ ନେଇ କରାଯିବ କମନ ଇକୋନୋମିକ ଜୋନ । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଏହାଠାରୁ ହିଁ ରାଜ୍ୟ ଅର୍ଥନୀତିର ୩୩ ପ୍ରତିଶତ ଆସିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking