30.1 C
Bhubaneswar
Friday, February 13, 2026
Homeଓଡିଶାକଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ । ଗତକାଲି ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ହଠାତ ଅସୁସ୍ଥ ହୋଇପଡିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା କରିବାକୁ ତାଙ୍କର ମସ୍ତିସ୍କାଘାତ ହୋଇଛି ବୋଲି ଜଣାପଡିଥିଲା । ବର୍ତ୍ତମାନ ସେ ଏବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗୀତା ପଟ୍ଟନାୟକ ଅନେକ ସୁପରହିଟ ଗୀତ ଗାଇ ଲୋକଙ୍କ ମନ ଜିଣିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking