24.1 C
Bhubaneswar
Tuesday, February 10, 2026
Homeଓଡିଶାପିୟୁସିସି ପୂର୍ବରୁ ବକେୟା ଚାଲାଣ ବାଧ୍ୟତାମୂଳକ: ହାଇକୋର୍ଟ

ପିୟୁସିସି ପୂର୍ବରୁ ବକେୟା ଚାଲାଣ ବାଧ୍ୟତାମୂଳକ: ହାଇକୋର୍ଟ

କଟକ: ପିୟୁସିସି ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବକେୟା ଚାଲାଣ ପୈଠ ନ କଲେ ହୋଇପାରିବନି ପିୟୁସିସି । ଏନେଇ ସୂଚନା ଦେଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ମୋଟର ଯାନ ଆଇନ ଧାରା ୧୬୭, ଉପଧାରା ୧୨ ଅନୁଯାୟୀ କୋର୍ଟ ରାୟ ଶୁଣାଇଛନ୍ତି । ଏହାସହିତ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ସରକାରଙ୍କ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking