20.1 C
Bhubaneswar
Sunday, February 8, 2026
Homeଓଡିଶାବିକ୍ରମ ପଣ୍ଡା ଅସୁସ୍ଥ

ବିକ୍ରମ ପଣ୍ଡା ଅସୁସ୍ଥ

ବ୍ରହ୍ମପୁର: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ । ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁରରେ ଥିବା ଏମକେସିଜିକୁ ନିଆଯାଇଛି । କଡା ସୁରକ୍ଷା ବଳୟରେ ଜେଲ୍‌ରୁ ମେଡିକାଲ ନିଆଯାଇଛି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍‌ରେ ଅଛନ୍ତି ବିକ୍ରମ । ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପ୍ରତି ବିକ୍ରମ ପଣ୍ଡାଙ୍କ ସମେତ ମୋଟ ୧୫ ଅଭିଯୁକ୍ତ ଜିଲ୍ଲା କୋର୍ଟରେ ହାଜର ହୋଇଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking