22.1 C
Bhubaneswar
Friday, February 6, 2026
Homeଓଡିଶାସେଣ୍ଟହୁଡ ପବ୍ଲିକ ସ୍କୁଲର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସେଣ୍ଟହୁଡ ପବ୍ଲିକ ସ୍କୁଲର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରମୁଖ ବିଦ୍ୟାଳୟ ବ୍ୟାସନଗର ସହର ଥିବା କଲେଜ ଛକ ନିକଟସ୍ଥ ସେଣ୍ଟ ହୁଡ ପବ୍ଲିକ ସ୍କୁଲରେ ୪ ର୍ଥ. ବାର୍ଷିକ ଇତ୍ସବ ଅଙ୍କୁରଣ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ କୋରାଇ ବିଧାୟକ ଯୋଗ ଦେଇ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏହି ପ୍ରୟାସ ପାଇଁ ସ୍କୁଲର ଛାତ୍ରଛାତ୍ରୀ, ଅଭିଵାବକ ଅଭିଵାବିକା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପୂର୍ଣ୍ଣ ସହଯୋଗ ପାଇଁ ଧନ୍ୟବାଦ କରିଥିଲେ ଏବଂ ସ୍କୁଲର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବ୍ୟକ୍ତା ଡ଼କ୍ଟର ସଦା ନନ୍ଦ ମହାନ୍ତି ଛୋଟ ପିଲା ମାନଙ୍କ ମାନସିକ ଜାଣିବା ଶିକ୍ଷକ ଶିକ୍ଷୟତ୍ରୀ ପାଥମିକ ଜାଣି ସେ ଅନ୍ତ ନିତ ଗୁଣ ଲୋକା ହିତ ପ୍ରତିଭା ପୁଷ୍ପଷ୍ଠିତ ହେବ ପିତା ମାତା ଗୁରୁ ମାନଙ୍କ ଉପରେ ସୁ ମଣିଷ ହେବା ର ନିର୍ଭର କରୁଛି l ସମ୍ମାନିତ ଅତିଥି ଭାବେ ତାପସ କୁମାର ମନ୍ତ୍ରି, ରବୀନ୍ଦ୍ର କୁମାର ସାହୁ, ମମତା ସାମଲ, ମଣିନ୍ଦ୍ର ସାହୁ ଓ ସଦାନନ୍ଦ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ତେବେ ସେଣ୍ଟ ହୁଡ ପବ୍ଲିକ ସ୍କୁଲ ସର୍ବଦା ଗୁଣଵତ୍ତର ପାଠ ପଢା ସାଙ୍ଗକୁ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରତି ମଧ୍ୟ ବେଶ ଧ୍ୟାନ ଦେଇଥାଏ l ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହର ସହିତ ବିଭିନ୍ନ ପ୍ରତିଭାପ୍ରତି ପ୍ରେରଣା ଦେଇଥାଏ l ତେଣୁ ସ୍କୁଲ ତଥା ଛାତ୍ର ଛାତ୍ରୀ, ଶୀକ୍ଷୟତ୍ରୀ ଓ ଅଭିଵାବକ ମାନଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ଅନ୍ୟପଟେ ଆଜି ବାର୍ଷିକ ଉତ୍ସବରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବେଶ ଆକର୍ଷଣ କରିଥିଲା ଶିଶୁ ମାନଙ୍କ ନୃତ୍ୟ ପ୍ରତିଭା  ଅଭିଭାବକ ମାନଙ୍କ ମନ କୁ ମୋହି ଥିଲା ସେମାନଙ୍କ ପୁଅ ଝିଅ ମାନଙ୍କ ଅଭିନୟ ନୂତ୍ୟ ଦେଖି ଆତ୍ମ ବିଭୋର ହୋଇ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking