21.1 C
Bhubaneswar
Wednesday, February 4, 2026
Homeଓଡିଶାବାରସିଙ୍ଗା ଜଙ୍ଗଲରେ ମାଈହାତୀ ଗୁରୁତର

ବାରସିଙ୍ଗା ଜଙ୍ଗଲରେ ମାଈହାତୀ ଗୁରୁତର

ନରସିଂହପୁର: ବାରସିଙ୍ଗା ଜଙ୍ଗଲରେ ମାଈହାତୀ ଗୁରୁତର। ନରସିଂହପୁର ପଶ୍ଚିମ ରେଞ୍ଜ ଅନ୍ତର୍ଗତ ବାରସିଙ୍ଗା ଜଙ୍ଗଲ କମ୍ପାଣ୍ଟମେଣ୍ଟ-୯ ରେ ଅସୁସ୍ଥ ମାଈ ହାତୀ ଗୁରୁତର ହୋଇ ଚିକିତ୍ସା ହେଉଥିବାର ଜଣାପଡ଼ିଛି। ଏପଟେ ହାତୀ ବୟସାଧିକ୍ୟ କାରଣରୁ ଅସୁସ୍ଥ ଥିବା ରେଞ୍ଜର ପ୍ରଦୀପ ନାୟକ ସୂଚନା ଦେଇଛନ୍ତି। ଗୁରୁତର ହାତୀର ବୟସ ପ୍ରାୟ ୫୫ରୁ ୬୦ବର୍ଷ ହେବ ବୋଲି ବନ ବିଭାଗ  ରେଞ୍ଜର ଗଣମାଧ୍ୟମକୁ ସୂଚନା ଦେବା ସହ ଚିକିତ୍ସା ଜାରି ରହିଛି ବୋଲି କହିଛନ୍ତି। ବନ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ହାତୀର ଚିକିତ୍ସା କରୁଥିବା ବେଳେ ହାତୀର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking