27.1 C
Bhubaneswar
Wednesday, February 4, 2026
Homeଓଡିଶାକ୍ୟାଡର ମାଓବାଦୀ ସୁଖରାମର ଆତ୍ମସମର୍ପଣ

କ୍ୟାଡର ମାଓବାଦୀ ସୁଖରାମର ଆତ୍ମସମର୍ପଣ

ମାଲକାନଗିରି: କ୍ୟାଡର ମାଓବାଦୀ ସୁଖରାମର ଆତ୍ମସମର୍ପଣ । ଏସଏଲଆର ଓ ବିପୁଳ ମାଓ ସାମଗ୍ରୀ ସହ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ସୁଖରାମ ମାଡ଼କାମ । ଏରିଆ କମିଟି ମେମ୍ବର ସୁକରାମ ମୁଣ୍ଡ ଉପରେ ଥିଲା ୨୧ ଲକ୍ଷର ପୁରସ୍କାର ରାଶି । ଓଡିଶା ଓ ଛତିଶଗଡରେ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲା ସୁକରାମ । ସୂଚନରେଯାଗ୍ୟ, ଗତକାଲି ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ଝାଡଖଣ୍ଡ ଛୋଟନଗର ଅଞ୍ଚଳର ମାଓବାଦୀ ‘ପ୍ରଭୁ’ । କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦକୁ ସମ୍ପୂର୍ଣ୍ଣ ଭାବରେ ହଟାଇବା ପାଇଁ ସଂକଳ୍ପ ନେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking