18.1 C
Bhubaneswar
Wednesday, February 4, 2026
Homeଓଡିଶାସୋସିଆଲ୍ ମିଡିଆ ୟୁଜର୍ସଙ୍କୁ କଡା ଚେତାବନୀ

ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ କଡା ଚେତାବନୀ

ଭଦ୍ରକ: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଭଦ୍ରକ ପୋଲିସର ନିବେଦନ । ସାମାଜିକ ସମନ୍ୱୟକୁ କ୍ଷତି ପହଞ୍ଚାଇବା ଭଳି ପୋଷ୍ଟ ନ କରିବାକୁ ଆପିଲ୍ କରିଛି ପୋଲିସ । କୌଣସି ଫଟୋ, ଭିଡିଓ କିମ୍ବା ଅଡିଓ ସେୟାର ନ କରିବାକୁ ପୋଲିସର ଅପିଲ୍ । ଏଭଳି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking