24.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଆଗାମୀ କିଛି ଘଣ୍ଟା ମଧ୍ୟରେ ଗୁଜୁରାଟରେ ବର୍ଷା !

ଆଗାମୀ କିଛି ଘଣ୍ଟା ମଧ୍ୟରେ ଗୁଜୁରାଟରେ ବର୍ଷା !

ନୂଆଦିଲ୍ଲୀ: ଆଗାମୀ କିଛି ଘଣ୍ଟା ମଧ୍ୟରେ ଗୁଜୁରାଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆଗାମୀ ତିନି ଘଣ୍ଟା ମଧ୍ୟରେ କିଛି ଜାଗାରେ ବର୍ଷା ହୋଇପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ଯାଏଁ ରହିବ ।   ଉକ୍ତ ଅଞ୍ଚଳରେ ରହୁଥିବା ବାସିନ୍ଦାମାନଙ୍କୁ ସୁରକ୍ଷିତ ରହିବା ଏବଂ ଗାଡି ଚଲାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି । ପ୍ରବଳ ପବନ ତାପମାତ୍ରାରେ ସାମନ୍ୟ ହ୍ରାସ ଆଣିପାରେ । ଚାଷୀ ଏବଂ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ପରିବର୍ତ୍ତିତ ପାଗ ଉପରେ ଆଧାର କରି ସେମାନଙ୍କର କାର୍ଯ୍ୟକଳାପ ଯୋଜନା କରିବା ଉଚିତ । ବିଭାଗ ନାଗରିକଙ୍କୁ ବର୍ଷା ଏବଂ ପ୍ରବଳ ପବନ ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking