19.1 C
Bhubaneswar
Monday, February 2, 2026
Homeଓଡିଶାସମୁଦ୍ରରେ ବୁଡି ମା, ପୁଅ ମୃତ

ସମୁଦ୍ରରେ ବୁଡି ମା, ପୁଅ ମୃତ

ପୁରୀ: ପୁରୀରେ ସମୁଦ୍ରରେ ବଡ ଅଘଟଣ । ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡି ମାଆ, ପୁଅଙ୍କ ମୃତ୍ୟୁ ଘଟିଛି । ସ୍ନାନ କରିବା ବେଳେ ଚାଲିଗଲା ଉଭୟଙ୍କ ଜୀବନ । ପ୍ରଥମେ ମାଆ ଭାସି ଯାଇଥିଲେ, ତାଙ୍କୁ ଉଦ୍ଧାର କରିବାକୁ ପୁଅ ବି ବୁଡି ଯାଇଥିଲା । ଏହା ପରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଉଭୟ ଝାଡଖଣ୍ଡର ରାଞ୍ôଚର ବାସିନ୍ଦା ବୋଲି ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking