19.1 C
Bhubaneswar
Monday, February 2, 2026
Homeଓଡିଶାଅଶ୍ଳୀଳ ନୃତ୍ୟ କଲେ ସରକାରୀ ଠେଙ୍ଗା: ବାବୁ ସିଂ

ଅଶ୍ଳୀଳ ନୃତ୍ୟ କଲେ ସରକାରୀ ଠେଙ୍ଗା: ବାବୁ ସିଂ

ଭୁବନେଶ୍ୱର: ଆଜିଠାରୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଆରମ୍ଭ । ଯାତ୍ରାରେ ଅଶ୍ଳୀଳ ନୃତ୍ୟୁକୁ ନାଁ । ଅମାନିଆ ହୋଇ ଅଶ୍ଳୀଳ ନୃତ୍ୟ କଲେ ବାଜିବ ସରକାରୀ ଠେଙ୍ଗା । ଏନେଇ ଆଗୁଆ ଚେତାଇ ଦେଲେ ବିଧାୟକ ବାବୁ ସିଂ । ବିଧାୟକ ସିଂ ସହିଛନ୍ତି ଯେ ଏନେଇ ପୂର୍ବରୁ ସବୁ ଯାତ୍ରା କମିଟି ସହ ଆଲୋଚନା ହୋଇଛି । ଅଶ୍ଳୀଳ ନୃତ୍ୟକୁ ଆଦୌ ପ୍ରଶୟ ନ ଦେବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ପୋଲିସ ପକ୍ଷରୁ ସବୁ ଯାତ୍ରା କମିଟିକୁ ୧୪ ସୂତ୍ରୀ ନିୟମ ଜାରି ହୋଇଛି । ସୂଚନାଯୋଗ୍ୟ, ୨୭ରୁ ୭ ତାରିଖ ଯାଏ ଚାଲିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ନାମକରା ଅପେରା ପାର୍ଟି ନାଟକ ପରିବେଷଣ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking